National

ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ବିଦାୟକାଳୀନ ସଭାରେ ଯୋଗ ଦେବେନି

Published

on

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ତାଙ୍କର ବିଦାୟକାଳୀନ ସଭାରେ ଯୋଗ ଦେବେ ନାହି। ମିଶ୍ର ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ପଦରୁ ଅଵସର ନେଵେ।

ତେବେ ଦେଶରେ କରୋନା ମହାମରୀର ପରିସ୍ଥିତି ଏବଂ ଲୋକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ପରମ୍ପରା ଅନୁଯାୟୀ ଦିଆ ଯିବାକୁ ଥିବା ବିଦାୟକାଳୀନ ସଭାରେ ଯୋଗ ଦେଇ ପାରୁ ନାହାନ୍ତି ବୋଲି ଜଣାଇଛନ୍ତି। କରୋନା ମହାମାରୀର ପ୍ରକୋପ ସରିଲେ ଏବଂ ସ୍ବଭାବିକ ଅବସ୍ଥା ଆସିଲେ ସେ ବାରକୁ ଦିନେ ବୁଲି ଆସିବେ ବୋଲି ବାର ଆସୋସିଏସନ ର ସଭାପତି ଦୁଷ୍ୟନ୍ତ ଡାଭେଙ୍କୁ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version