ଦେଶ ବିଦେଶ

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ୨ ନକ୍ସଲ ମୃତ

Published

on

ଦାନ୍ତେଓ୍ଵାଡା ୮/୫ : ଦାନ୍ତେଓ୍ଵାଡାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାଫଳରେ ସେଠାରେ ଦୁଇଜଣ ନକ୍ସଲଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି । ମୃତ ଦୁଇ ନକ୍ସଲଙ୍କ ଭିତରୁ ଜଣେ ମହିଳା ଥିବା ଜଣାଯାଇଛି । ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ବି ହୋଇଥିବା କୁହାଯାଉଛି । ଏ ସଂପର୍କରେ ଆଇ ଜି ବସ୍ତର ବିବେକାନନ୍ଦ ସୂଚନା ଦେଇ କହିଛନ୍ତି ଯେ ଦାନ୍ତେଓ୍ଵାଡା ଏବଂ ସୁକୁମା ସୀମାନ୍ତରେ ଏହି ଘଟଣା ଘଟିଛି । ଏଥିରେ କେହି ସୁରକ୍ଷା କର୍ମୀ ହତାହତ ହୋଇ ନଥିବାର ବି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version