ରାଜ୍ୟ

ସେଲଫି ନେଲାବେଳେ ଭାସିଗଲେ

Published

on

ଘଟଗାଁ ୨୮/୧୨ : ଘଟଗାଁ ନିକଟସ୍ଥ ଭୀମକୁଣ୍ଡରେ ସେଲଫି ନେଉଥିବାବେଳେ ଜଣେ ଯୁବକ ଭାସି ଯାଇଛନ୍ତି । ସେ ଫଟୋ ଉଠାଉଥିବାବେଳେ ହଠାତ୍ ପାଣି ଭିତରେ ପଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ତଲାସି ଜାରି ରଖିଥିଲେ ହେଁ ସଫଳ ହୋଇନାହାନ୍ତି । କଟକସ୍ଥିତ ସାଇ ଶିକ୍ଷା କେନ୍ଦ୍ରର ଛାତ୍ର ଓ ଶିକ୍ଷକମାନେ ପିକନିକ୍ରେ ସେଠାକୁ ଯାଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version