ଅପରାଧ

ହତ୍ୟା କରି କୂଅରେ ଫିଙ୍ଗିଲେ

Published

on

ସୋରଡ଼ା ୨/୧ : ସୋରଡା ଅନ୍ତର୍ଗତ ଗୋଛାମିଲ ଗ୍ରାମ ନକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ବୁଧବାର ସକାଳୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ବେଣୁଧର ମଲ୍ଲିକ ନାମକ ଏହି ବ୍ୟକ୍ତିଙ୍କୁ କେହି ହତ୍ୟାକରି କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version