ଦେଶ ବିଦେଶ

ହସ୍ପିଟାଲରୁ ଫେରିଲେ ଅମିତ ଶାହା

Published

on

ନୂଆଦିଲ୍ଲୀ ୨୦/୧ : ବିଜେପି ସଭାପତି ଅମିତ ଶାହା ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି । ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେବାପରେ ତାଙ୍କୁ ଏମ୍ସରେ ଭତ୍ତି କରାଯାଇଥିଲା । ସେ ଅସୁସ୍ଥ ହୋଇଥିବା କାରଣରୁ ଗତ ୧୮ ତାରିଖରେ ଥିବା ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version