ରାଜ୍ୟ

ହସ୍ପିଟାଲରେ ଅନ୍ତଃସତ୍ତ୍ୱା ନାବାଳିକା

Published

on

ବାଲିଗୁଡ଼ା ୨୩/୧ : ଏବେ ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଜଣାପଡ଼ିଛି । ଏହି ନାବାଳିକା ଜଣକ ହେଉଛନ୍ତି ବାଲିଗୁଡ଼ା ତୁମୁଡ଼ିବନ୍ଧ ଅଂଚଳର । ନାବାଳିକାର ପ୍ରେମିକ ଗର୍ଭ ନଷ୍ଟ କରିବା ପାଇଁ ତାକୁ ଏକ ଔଷଧ ଦେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲା । ତାକୁ ପ୍ରଥମେ ବାଲିଗୁଡ଼ା ହସ୍ପିଟାଲରେ ଭତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତା’ର ଅବସ୍ଥା ଗୁରୁତର ହେବାରୁ ଏବେ ତାକୁ ଫୁଲବାଣୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version