ରାଜ୍ୟ

ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗ : ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ଲାଗି କେନ୍ଦ୍ରର ପରାମର୍ଶ

Published

on

ଭୁବନେଶ୍ୱର ୧୪/୧ : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ନବୀନଙ୍କ ନିକଟକୁ ଏକ ପତ୍ର ଲେଖି ରବିଶଙ୍କର କହିଛନ୍ତି ଯେ, କେଉଁ କେଉଁ ଅଂଚଳକୁ ନେଇ କିଭଳି ସ୍ଥାୟୀ ବେଂଚ ଗଠନ କରାଯିବ ସେ ସମ୍ପର୍କରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ଉଚିତ । ଅବଶ୍ୟ ଯଶୱନ୍ତ ସିଂ କମିଶନଙ୍କ ସୁପାରିଶ ଅନୁଯାୟୀ ମୁଖ୍ୟ ବିଚାରପତି ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ସରକାର ଓ ମୁଖ୍ୟ ବିଚାରପତି ନିର୍ଦ୍ଧିଷ୍ଟ ସୁପାରିଶ କଲେ କେନ୍ଦ୍ର ସରକାର ସେ ଦିଗରେ ଆଗେଇବେ ।

Leave a Reply

Your email address will not be published. Required fields are marked *

Trending

Exit mobile version