ରାଜ୍ୟ

ହୀରାକୁଦ ଓ ଭିତରକନିକାରେ ପକ୍ଷୀ ଗଣନା

Published

on

ଭୁବନେଶ୍ୱର ୬/୧ : ଆଜିଠାରୁ ହୀରାକୁଦ ଓ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦ ପକ୍ଷୀ ଗଣନାରେ ବନ ବିଭାଗର ୨୧ଟି ଟିମ୍ ଭାଗ ନେଇଛନ୍ତି । ପ୍ରତି ଟିମରେ ୫୦ ଜଣ ବନ କର୍ମଚାରୀ, ୧୭ଜଣ ବିଶେଷଜ୍ଞ ଓ ଛାତ୍ରଛାତ୍ରୀ ରହିଛନ୍ତି । ସେହିଳଭି ଭିତର କନିକାରେ ମଧ୍ୟ ଆଜିଠାରୁ ପକ୍ଷୀ ଓ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଏଥିପାଇଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *

Trending

Exit mobile version