ଭୁବନେଶ୍ୱର ୨୪/୨ : ୧୧ତମ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଞ୍ଚଟି ଜିଲ୍ଲାରୁ ଆଜି ୧୦୦୦ଜଣ ବରିଷ୍ଠ ନାଗରିକ ଆସାମ ଓ କଲିକତା ଅଭିମୁଖେ ଯାତ୍ରା କରିଛନ୍ତି । ୧୧ତମ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଞ୍ଚଟି ଜିଲ୍ଲାରୁ ଆଜି ୧୦୦୦ଜଣ ବରିଷ୍ଠ ନାଗରିକ ଆସାମ ଓ କଲିକତା ଯାତ୍ରା କରିଛନ୍ତି । କଟକ ,କେନ୍ଦ୍ରପଡ଼ା ,ଜଗତସଂହପୁର ,ପୁରୀ ଓ ଖୋର୍ଦ୍ଧ ଭଳି ପାଞ୍ଚଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ଆଜି ଏହି ତୀର୍ଥଯାତ୍ରୀ ଟ୍ରେନ ଯାତ୍ରାରେ ସାମିଲ ହୋଇଛନ୍ତି ।