ରାଜ୍ୟ

୧୨ ଘଂଟିଆ କିଶୋରନଗର-ବାମୁର ବନ୍ଦ

Published

on

ଅନୁଗୁଳ ୧୪/୧୨ : ବାମୁରରେ ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସର ରହଣି ଦାବିରେ ଶୁକ୍ରବାର କିଶୋରନଗର ଓ ବାମୁରରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ବାମୁର ଉପଭୋକ୍ତା କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଅଯାଇଥିଲା ଏବଂ କମିଟିର ସଦସ୍ୟମାନେ ବାମୁର ଷ୍ଟେସନରେ ଧାରଣାରେ ବସିଥିଲେ । ଦୁଇଟିଯାକ ସହରରେ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ଥିବାବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version