ଦେଶ ବିଦେଶ

୧୬ ନୁହେଁ ୧୫ରେ ମୋଦୀଙ୍କ ଓଡ଼ିଶା ଗସ୍ତ

Published

on

ଭୁବନେଶ୍ୱର ୬/୧ : ଆସନ୍ତା ୧୬ ତାରିଖ ପରିବର୍ତ୍ତେ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶାଗସ୍ତରେ ଆସିବେ । ସେଦିନ ସେ ବଲାଙ୍ଗିରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ ଦଳୀୟ ସମାବେଶରେ ମଧ୍ୟ ଉଦବୋଧନ ଦେବେ । ପୂର୍ବରୁ ସେ ୧୬ ତାରିଖରେ ବଲାଙ୍ଗିର ଆସିବାର ଥିଲା । ତେବେ ତାଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଛି ବୋଲି ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version