ରାଜ୍ୟ

୧୬ ହଜାର ଛାତ୍ରଛାତ୍ରୀ ଦେଲେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା

Published

on

ଭୁବନେଶ୍ୱର ୧୫ : ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଶୁକ୍ରବାରଠାରୁ ଆମମ୍ଭ ହୋଇଯାଇଛି । ସାରା ଦେଶରୁ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରେ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ଧନ୍ଦାମୂଳକ ଶିକ୍ଷା ବିଷୟର ପରୀକ୍ଷା ହୋଇଛି । ରେଗୁଲାର ପରୀକ୍ଷାର୍ତୀଙ୍କ ପାଇଁ ଏଥର ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି । ମାର୍ଚ୍ଚ ୨ ତାରିଖରୁ ଅନ୍ୟାନ୍ୟ ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *

Trending

Exit mobile version