ଅପରାଧ

୧ କୋଟି ଟଙ୍କାର ସୁନା ଜବତ

Published

on

ବିଶାଖାପାଟଣା ୯/୧ : ବିଶାଖାପାଟଣା ରେଳ ଷ୍ଟେସନରୁ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ସୁନା ଜବତ କରାଯାଇଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସୁନା ଜବତ କରିଛନ୍ତି । ଏହାର ଓଜନ ୩ କିଲୋ ୩ ଶହ ୧୪ ଗ୍ରାମ । ମ୍ୟାଁମାରରୁ ଏହି ସୁନା ଆସାମ ବାଟ ଦେଇ ବିଶାଖାପାଟଣାରେ ପହଂଚି ଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version