ଅପରାଧ

୧ କୋଟି ୩୨ ଲକ୍ଷ ଠକେଇ : ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ

Published

on

ବାଲେଶ୍ୱର ୨/୨ : ୧ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ସେ ହେଲେ ରେମୁଣା ଶାଖା ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଦୂର୍ଗାଚରଣ ପଣ୍ଡା । ସେ ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ଏହି ବ୍ୟାଙ୍କର ମ୍ୟାନେଜର ଥିଲେ । ସେ ଜଣେ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ ଏତେ ପରିମାଣର ଟଙ୍କା ହଡ଼ପ କରଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version