ଭୁବନେଶ୍ୱର ୨୨/୧୨ : ଜନ ସମୃଦ୍ଧ ପାର୍ଟି ୨୦୧୯ ନିର୍ବାଚନ ଲଢ଼ିବ । ପାର୍ଟି ପକ୍ଷରୁ ୩୦ରୁ ଉଦ୍ଧ୍ୱର୍ ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବ । କେବଳ ଏତିକି ନୁହେଁ, ଲୋକସଭା ନିର୍ବାଚନରେ ମଧ୍ୟ ଦଳ ପକ୍ଷରୁ ଅତି କମ୍ରେ ୩ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଯିବ ବୋଲି ଦଳର ମୁଖ୍ୟ ସନାତନ ମହାକୁଡ଼ ସୂଚନା ଦେଇଛନ୍ତି ।