ଅପରାଧ

୨୫ କିଲୋ ଗଞ୍ଜେଇ ଜବତ

Published

on

ସୁବର୍ଣ୍ଣପୁର ୨୪/୧ : ସୁବର୍ଣ୍ଣପୁର ଅବକାରୀ ବିଭାଗ ୨୫ କିଲୋ ଚୋରା ଗଞ୍ଜେଇ ଜବତ କରିଛି । ଏହି ନିଶାଦ୍ରବ୍ୟ ବୋ÷ଦ୍ଧରୁ ଛତିଶଗଡ଼ ଚାଲାଣ ହେଉଥିଲା । ଏହି ଘଟଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି । ସେମାନେ ଛତିଶଗଡ଼ର ବାସିନ୍ଦା ।

Leave a Reply

Your email address will not be published. Required fields are marked *

Trending

Exit mobile version