ରାଜନୀତି

୨୬ରେ କଂଗ୍ରେସ ପାଳନ କରିବ କଳା ଦିବସ

Published

on

ଭୁବନେଶ୍ୱର ୧୫/୧୨ : ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବିରୁଦ୍ଧରେ କଂଗ୍ରେସ ଆସନ୍ତା ୨୬ ତାରିଖରେ କଳା ଦିବସ ପାଳନ କରିବ । ସେହିଦିନ ପ୍ରତି ପଂଚାୟତ ଅଫିସ ଆଗରେ ଦଳ ପକ୍ଷରୁ କଳା ପତାକା ଉଡାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସ କହିଛି ଯେ, ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଓ ‘ପିଠା’ କାର୍ଯ୍ୟକ୍ରମ ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ । ଦଳ ଏ ପ୍ରକାର କାର୍ଯ୍ୟକ୍ରମକୁ ବିରୋଧ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version