ପରିବେଶ

୨୯ରୁ ତାପମାତ୍ରା ବଢ଼ିବ

Published

on

ଭୁବନେଶ୍ୱର ୨୪/୧ : ଆସନ୍ତା ୨୯ ତାରିଖରୁ ରାଜ୍ୟରେ ତାପମାତ୍ରା ବଢ଼ିବ । ତେବେ ୨୬ରେ ପଶ୍ଚିମଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ୨୭ରୁ ଦକ୍ଷିଣ ଓଡ଼ିଶା ଓ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *

Trending

Exit mobile version