ଅପରାଧ

୩୮ ଲକ୍ଷର ବ୍ରାଉନ ସୁଗାର ଜବତ : ୩ ଗିରଫ

Published

on

ଭୁବନେଶ୍ୱର ୪/୧ : ଭୁବନେଶ୍ୱରରୁ ପୋଲିସ ୩୮୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ । ହଳଦୀପଡ଼ିଆ ଓ ଚିନ୍ତାମଣିଶ୍ୱର ଅଂଚଳରୁ ପୋଲିସ ଏହି ମାଦକଦ୍ରବ୍ୟକୁ ଜବତ କରିଛି । ଏ ସଂକ୍ରାନ୍ତରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଜଳେଶ୍ୱରରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ୱରରେ ବେପାର କରୁଛନ୍ତି ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version