ଅପରାଧ

୪ ମାସର ଶିଶୁକୁ ହତ୍ୟା କଲା ମା’ !

Published

on

କବିସୂର୍ଯ୍ୟନଗର ୧୬/୧ : ଗଞ୍ଜାମ ଜିଲ୍ଲାରେ ଜଣେ ମହିଳା ଉତ୍କ୍ଷିପ୍ତ ହୋଇ ନିଜ ୪ ମାସର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ନାରାୟଣପୁର ଶାସନରେ । ସ୍ୱାମୀଙ୍କ ସହ କଳହ ପରେ ମହିଳା ଜଣକ ଶିଶୁଟିର ତଣ୍ଟି ଚିପି ହତ୍ୟା କରିଛି ବୋଲି ସ୍ୱାମୀ ନିଜେ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version