ଅପରାଧ

୬ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ଟାୟାର ଜାଳି ରାସ୍ତା ରୋକ

Published

on

ଖୋର୍ଦ୍ଧା ୧୨/୪ : ଜଟଣୀ ମୁଣ୍ଡିଆସାହି ଗୋପବନ୍ଧୁ ନଗରରେ ଅଘଟଣ । ଜଟଣୀରେ ୬ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା । ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାସହିତ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ ମାରିଛନ୍ତି ଉତ୍ତେଜିତ ଲୋକେ । ଖବର ପାଇ ଘଟଣାସ୍ଥଳରେ ଜଟଣୀ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରି ଅଧିକ ତନାଘନା ଚଳାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version