ରାଜ୍ୟ

୭ରେ ବିଧାନସଭାରେ ଆଗତ ହେବ ବଜେଟ

Published

on

ଭୁବନେଶ୍ୱର ୧୫/୧ : ଆସନ୍ତା ୪ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୭ ତାରିଖରେ ବଜେଟ ଏବଂ ୮ ତାରିଖରେ ବ୍ୟୟମଂଜୁରୀ ବିଲ ଆଗତ କରାଯିବ । ଅଧିବେଶନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ । ୫ରେ ତାଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version