ଅପରାଧ

୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

Published

on

କଟକ ୩୧/୧୨ : ଅବକାରୀ ବିଭାଗ କଟକର ବାଦାମବାଡ଼ି ଅଂଚଳରେ ଚଢ଼ାଉ କରି ୬୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଏହି ବ୍ରାଉନସୁଗାର ସୋରରୁ ଆସି କଟକରେ ପହଂଚିବା ବେଳେ ଅବକାରୀ ବିଭାଗ ତାହାକୁ ଜବତ କରିଛି । ଏହି ଘଟଣାରେ ଗଣେଶ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version