ଅପରାଧ

୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ

Published

on

ଖୋର୍ଦ୍ଧା ୧୦/୧୨ : ଖୋର୍ଦ୍ଧା ଅବକାରୀ ବିଭାଗ ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି । ଏହି ଘଟଣାରେ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୨ଜଣ ନାବାଳକ ।

Leave a Reply

Your email address will not be published. Required fields are marked *

Trending

Exit mobile version