ରାଜ୍ୟ

୮ରେ ରାଜଭବନ ଘେରିବ ନବ ନିର୍ମାଣ କୃଷକ ସଂଗଠନ

Published

on

ଭୁବନେଶ୍ୱର ୧୯/୧୨ : କୃଷକଙ୍କୁ ଭତ୍ତା ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଂଗଠନ ଆସନ୍ତା ମାସ ୮ ତାରିଖରେ ରାଜଭବନ ଘେରାଉ କରିବ । ପ୍ରାୟ ୨ ହଜାର କୃଷକ ସେଠାରେ ଆନ୍ଦୋଳନରେ ବସିବେ । ଆଜି ଏହି ସୂଚନା ଦେଇ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ, ଆନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା ଆସୁଥିବାରୁ ସେଠାରେ ମଧ୍ୟ ତାଙ୍କୁ ଚାଷୀମାନେ ବିଭିନ୍ନ ଦାବି ନେଇ ସ୍ମାରକପତ୍ର ଦେବେ । ୮ ତାରିଖରେ ମଧ୍ୟ କୃଷକଙ୍କ ସ୍ୱାର୍ଥ ହାସଲ ଦାବି ନେଇ ବିଜେଡ଼ି ସଂସଦ ଘେରାଉ କରିୁଥିବେବେଳ ବିଜେପି ଓ କଂଗ୍ରେସ ମଧ୍ୟ ସେହିଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version