ଜଟଣୀ ୨/୧୨ : ଜଟଣୀର ସବ୍ ରେଜିଷ୍ଟାର ଅଫିସ ଛକରେ ରବୀନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ତାଙ୍କ ଘର ପୁରୀ ଜିଲ୍ଲା ହେଲାଙ୍ଗ ଅନ୍ତର୍ଗତ ନିମବସନ୍ତପୁରରେ । ସେ ହରିରାଜପୁରର...
ଭୁବନେଶ୍ୱର ୨/୧୨ : ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଜେଲରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ପୋଲିସ ତାଙ୍କୁ ଝାରପଡ଼ା ଜେଲ୍ରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ତାଙ୍କ ପେଟରେ ଯନ୍ତ୍ରଣା...
ଭୁବନେଶ୍ୱର ୨/୧୨ : ପୋଲିସ ଗତ ମାସରେ ବାରଙ୍ଗ ଗୋଡ଼ିସାହି ନିକଟରେ ହୋଇଥିବା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି । ଏ ଘଟଣାରେ କମିଶନର ପୋଲିସ କଟକରୁ ଅଭିଯୁକ୍ତ ନିରଞ୍ଜନ ବେହେରାଙ୍କୁ ଗିରଫ କରିଛି ।...
ନୂଆଦିଲ୍ଲୀ ୨/୧୨ : ବିରଷ୍ଠ ଆଇଏଏସ୍ ଅଫିସର ସୁନିଲ ଆରୋରା ଦେଶର ନୂଆ କମିଶନର ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ନିର୍ବାଚନ କମିାନର ଓମ୍ ପ୍ରକାଶ ରାୱତ ଶ୍ରୀ ଆରୋରାଙ୍କୁ ଦାୟିତ୍ୱ...
ମାଲକାନଗିରି ୨/୧୨ : ମାଓବାଦୀଙ୍କ ପକ୍ଷରୁ ରବିବାର ଠାରୁ ମାଲକାନଗିରି ଓ କୋରାପୁଟ ସମେତ ଅନ୍ୟ କେତେକ ସୀମାନ୍ତ ଜିଲ୍ଲାରେ ପିଏଲଜି ଏ ସପ୍ତାହ ପାଳନ ଆରମ୍ଭ ହୋଇଛି । ଫଳରେ ସାଧାରଣ ଜୀବନ ଉପରେ...
ବାରିପଦା ୨/୧୨ : ମାରଡ଼ା ଅଂଚଳକୁ ୩୦ ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ପଶି ଆସି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହି ହାତୀମାନେ ଶନିବାର ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ାମପୁରୁ ଗାଁରେ ପଶି ବହୁ...
କେନ୍ଦୁଝର ୨/୧୨ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କେନ୍ଦୁଝର ସଦର ହସ୍ପିଟାଲରେ ଭର୍ତି କରାଯାଇଛି...
ବୋ÷ଦ୍ଧ ୨/୧୨ : ରବିବାର ଦିନ ବୋ÷ଦ୍ଧ କୋର୍ଟ ପରିସରରେ ନୂତନ ଅଟ୍ଟାଳିକା ଉଦ୍ଘାଟିତ ହୋଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଏହାକୁ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ଥାନୀୟ...
ରାଉରକେଲା ୨/୧୨ : ରାଜଗାଙ୍ଗପୁର ନିକଟରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ବନ୍ଧୁକରେ ପିଟି ଝାଡ଼ଖଣ୍ଡ କୋଡେରାମା ଅଂଚଳର ବାସିନ୍ଦା । ସେ ଟ୍ରକ ନେଇ ଝାରସୁଗୁଡ଼ାରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ବିଜୁ ଏକ୍ସପ୍ରେସ୍ ୱେ ଟୋଲ୍ଗେଟ୍ ନିକଟରେ...
ଭୁବନେଶ୍ୱର ୧/୧୨ : କିଛି ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି ଏବଂ ଏଥିପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟିଛି । ବିଶେଷ କରି ଶିକ୍ଷା, କୃଷି ଓ...
Recent Comments