ଭୁବନେଶ୍ୱର ୬/୧୨ : ଏପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ ପାଇଁ କୋ÷ଣସି କାର୍ଯ୍ୟକ୍ରମ ସ୍ଥିର ହୋଇନଥିଲେ ହେଁ ରାଜନୈତିକ ସ୍ତରରେ ନିର୍ବାଚନୀ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଭୋଟରମାନଙ୍କୁ ମନାଇବା ପାଇଁ ଦେଶର...
ଭୁବନେଶ୍ୱର ୬/୧୨ : ଏଣିକି ସବୁ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ୩ରେ ସମାନ ପାଠ୍ୟକ୍ରମ ପ୍ରଚଳନ ହେବ । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ । ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ...
ଭୁବନେଶ୍ୱର ୬/୧୨ : ଗୁଡ଼୍ ନ୍ୟୁଜ୍ ଇଣ୍ଡିଆର ସେଲ୍ଟର ହୋମଗୁଡ଼ିକରେ ଚାଲିଥିବା ଦୁର୍ନୀତି ଓ ନିର୍ଯାତନା ଘଟଣା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ରଙ୍କୁ ଦାୟୀ କରିଛି । ଗୁରୁବାର...
ଭୁବନେଶ୍ୱର ୬/୧୨ : ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ଏଆଇସିସିର ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । କମିଟିର...
ଜୟପୁର ୬/୧୨ : ବୈପାରୀଗୁଡ଼ା ଅଞ୍ଚଳରେ ଏକ ଟ୍ରକ୍ ଓଲଟିପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ବୈପାରୀଗୁଡ଼ାର ମନ୍ତ୍ରୀ ଆମ୍ବଠାରେ ଏହି ଦୁର୍ଘଟଣା ଘଟିଛି ।...
ଭୁବନେଶ୍ୱର ୬/୧୨ : ମୋହନାର ପୂର୍ବତନ ବିଧାୟକ ଗୁରୁବାର ବିଜେଡ଼ିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ କଂଗ୍ରେସ ଟିକେଟରେ ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ସେ ଆଜି ନିଜ ସମର୍ଥକଙ୍କ ସହ ଭୁବନେଶ୍ୱରରେ ପହଞ୍ôଚବା...
ଢ଼େଙ୍କାନାଳ ୬/୧୨ : ବନମାଳୀପ୍ରସାଦ କାଜୁ ଜଙ୍ଗଲରୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ ଶବ ମିଳିଛି । ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୩ ତାରିଖରୁ...
କଟକ ୫/୧୨ : ରାଜ୍ୟର ଦ୍ରୁତ ବିକାଶ ପାଇଁ ବିଜେଡ଼ି ସରକାର ଦୃଢ଼ ପରିକର ଓ ରାଜ୍ୟବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ କ୍ରମାଗତ ପ୍ରୟାସ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି...
ଭୁବନେଶ୍ୱର ୫/୧୨ : ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଲାଗି ଅଣ୍ଟା ଭିଡ଼ିଛି ବିଜେଡ଼ି । ଦଳ ପକ୍ଷରୁ ଆଜି ନିଆଯାଇଥିବା ଏକ ନିଷ୍ପତ୍ତି ଅନୁଯାୟୀ ବିଜେଡ଼ି ୨୨ଟି ରାଜନୈତିକ...
କଟକ ୫/୧୨ : ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରତି ଅରୁଚିକର ଟିପ୍ପଣୀ ଦେଇଥିବା ଅଭିଯୋଗରେ ଗିରଫ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଶେଷରେ ଜାମିନ୍ ମିଳିଛି । ଓଡ଼ିଶା ହାଇକୋର୍ଟ ଆଜି ତାଙ୍କ ଜାମିନ୍...
Recent Comments