Nation

ଓଡ଼ିଶାର ୧୯୯୧ ବ୍ୟାଚର ଚାରି ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ମିଳିଲା

Published

on

ଭୁବନେଶ୍ୱର: ଓଡ଼ିଶରି ସରକାର ଶନିବାର ୧୯୯୧ ବ୍ୟାଚର ଚାରି ବରିଷ୍ଠ ଆଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ଦେଇଛନ୍ତି।

ଚାରି ଆଇଏଏସ ହେଲେ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟ ବ୍ରତ ସାହୁ ଓ ବିଜୟ ଅରୋରା।

Leave a Reply

Your email address will not be published. Required fields are marked *

Trending

Exit mobile version