ସ୍ପେଶାଲ ରିପୋର୍ଟ

ଶାନ୍ତନୁ ଆଚାର୍ଯ୍ୟ ସାହିତ୍ୟ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟକାର ଆଦିକନ୍ଧ ସାହୁ

Published

on

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟକାର ଆଦିକନ୍ଧ ସାହୁ ପାଇବେ ପ୍ରଥମ ଶାନ୍ତନୁ ଆଚାର୍ଯ୍ୟ ସାହିତ୍ୟ ପୁରସ୍କାର l ସେହିଭଳି ପ୍ରଥମ ଡାକ୍ତର ରଣଜିତ ରଥ ସାହିତ୍ୟ ପୁରସ୍କାର ପାଇବେ ଇସ୍ରୋ ବୈଜ୍ଞାନିକ ତଥା ବିଶିଷ୍ଟ ଓଡ଼ିଆ ଶିଶୁ ସାହିତ୍ୟିକ କାର୍ତିକ ଚନ୍ଦ୍ର ସ୍ୱାଇଁ l

ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଫୋଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ଦୁଇଟି ପୁରସ୍କାର ଆସନ୍ତା ସେପ୍ଟେମ୍ବର 19 ତାରିଖ ଦିନ ସ୍ଥାନୀୟ ରୋଟାରି ଭବନ ରେ ଅନୁଷ୍ଠିତ ହେବାକୁ ଥିବା ଟ୍ରଷ୍ଟ ର ବାର୍ଷିକ ସମାବର୍ତନ ଉତ୍ସବରେ ପ୍ରଦାନ କରାଯିବ l ଏହି ଉତ୍ସବରେ ସଭାପତିତ୍ବ କାଦମ୍ବିନୀର ସମ୍ପାଦିକା ଇତି ରାଣୀ ସମାନ୍ତ କରିବେ ବୋଲି ଟ୍ରଷ୍ଟର ସମ୍ପାଦିକା ପ୍ରତିଭା ପଣ୍ଡା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *

Trending

Exit mobile version