ନୂଆଦିଲ୍ଲୀ ୧୩/୫ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ପୁଣି ନିଜ କାର୍ୟ୍ୟରେ ଯୋଗଦେଇଛନ୍ତି । ରାଜସ୍ଥାନ ସୁରତଗଡ ସ୍ଥିତ ଏୟାରବେସରୁ ସେ ଡ୍ୟୁଟି ଆରମ୍ଭ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ...
ଭୁବନେଶ୍ୱର ୧୩/୫ : ଆଜିଠାରୁ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି...
କାଳାହାଣ୍ଡି ୧୩/୫ : ଅମଳ ସମୟରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ । ପିଆଜ ବସ୍ତା ୩୦୦ରୁ ୪୦୦ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ପିଆଜ ସଂଗ୍ରହ ନେଇ ପ୍ରଶାସନର ଖାମଖିଆଲି ମନୋଭାବ,...
ଛତିଶଗଡ ୧୩/୫ : ପ୍ରଥମ ଥର ପାଇଁ ଦାନ୍ତେୱାଡା ଓ ବସ୍ତର ଅଂଚଳରେ ମୁତୟନ ହୋଇଛନ୍ତି ୩୦ ଜଣ ମହିଳା ଆଂଟି ନକ୍ସଲ କମାଣ୍ଡୋ । ଜଙ୍ଗଲରେ ଏହି ଆଂଟି-ନକ୍ସଲ କମାଣ୍ଡୋ କିଭିଳି ସବୁ ପରିସ୍ଥିତିର...
ଶ୍ରୀଲଙ୍କା ୧୩/୫ : ଇଷ୍ଟର ରବିବାର ଅବସରରେ ହୋଇଥିବା ବୋମା ବିସ୍ଫୋରଣ ପରେ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖା ଦେବାରେ ଲାଗିଛି । ଶ୍ରୀଲଙ୍କାର ପଶ୍ଚିମାଂଚଳରେ ଥିବା ଚିଲା ସହରରେ ପୁଣି ଥରେ ହିଂସା ଦେଖାଦେଇଛି...
ନୂଆଦିଲ୍ଲୀ ୧୩/୫ : ରମଜାନ ପାଇଁ ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଏହି ଦାବିକୁ ଅବ୍ୟବହାରିକ କହି ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି...
ମାଲକାନଗିରି ୧୩/୫ : ରକ୍ତଦାନ କରି ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ବଞ୍ଚାଇଲେ ମାଲକାନଗିରି ଜିଲ୍ଲାର ଜଣେ ମହିଳା କନେଷ୍ଟବଳ ରଶ୍ମୀ ରାଣୀ ସତ୍ନାମ । ମାଲକାନଗିରି ଜିଲ୍ଲା କାରାଗାରରେ ରତନ ଭତ୍ରା ନାମକ ଜଣେ...
ଭୁବନେଶ୍ୱର ୧୨/୫ : ବିଶେଷ ଭାବେ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ୬ଟି ଜିଲ୍ଲାରେ କେଉଁ ଟିମ୍ କେତେ ପରିମାଣରେ ନିୟୋଜିତ ରହିଛନ୍ତି ସେନେଇ ତଥ୍ୟ ଦେଇଛନ୍ତି ଏସଆରସି । ଏସଆରସି ବିଷ୍ଣୁପଦ ସେଠୀଙ୍କ...
ଝାଡଖଣ୍ଡ ୧୨/୫ : ଭଲପାଇବାରୁ ଯୁବକ ଏବଂ ଯୁବତୀଙ୍କୁ ମାଡ ମାରିବା ସହ ଲଣ୍ଡାକଲେ ଗ୍ରାମବାସୀ । ସୂଚନା ମୁତାବକ,ବରାହି ଅଂଚଳରେ ଜଣେ ମହିଳା ଦୀର୍ଘଦିନ ହେଲା ଏକ ଭଡାଘରେ ରୁହନ୍ତି । ତାଙ୍କ ସ୍ୱାମୀ...
ନୂଆଦିଲ୍ଲୀ ୧୨/୫ : ୬ଷ୍ଠ ପର୍ୟ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । ବୁଥ୍ ଆଗରେ ଲମ୍ବା ଲାଇନରେ ରହି ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା । ଏହି ପର୍ୟ୍ୟାୟରେ ମୋଟ ୯୭୯...