ଭୁବନେଶ୍ୱର ୧୮/୫ : ଜୁନ୍ ମାସ ପହିଲାରୁ ହିତାଧୀକାରୀଙ୍କୁ କାର୍ୟ୍ୟାଦେଶ ପ୍ରଦାନ କରାଯିବ । ତେବେ ଏଥର ଏଥିପାଇଁ ସର୍ଭେ ବେଳେ ଏକ ନୂଆ ଉପାୟ ଆପଣେଇବ ପଂଚାୟତିରାଜ ବିଭାଗ । ଏନେଇ ପଂଚାୟତିରାଜ ବିଭାଗର...
ଗଂଜାମ ୧୮/୫ : ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ । ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସଂଜୟ କୁମାର ସାହୁ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ...
ବାଲେଶ୍ୱର ୧୮/୫ : ଯେଉଁ ଝିଅକୁ ପ୍ରେମ କରୁଥିଲା ସେହି ଝିଅର ଗଳା କାଟି ଦେବାପାଇଁ ସାମାନ୍ୟ ପଛଘୁଂଚା ଦେଲାନାହିଁ ଜହ୍ଲାଦ ପ୍ରେମିକ । ବାଲିଆପାଳର ଜଣେ ନାବାଳିକାଙ୍କ ସହିତ ରଙ୍ଗ୍ ନମ୍ବରରେ କଥାବାର୍ତ୍ତା ପରେ...
ଡେରାଡୁନ ୧୮/୫ : କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କେଦାରନାଥଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିବାର ରହିଛି କାର୍ୟ୍ୟକ୍ରମ । ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି...
ବାଙ୍କି ୧୮/୫ : ହଡପ ହେଉଛି ବାତ୍ୟା ବିପନ୍ନଙ୍କ ପାଇଁ ସରକାର ଦେଉଥିବା ରିଲଫ ଚାଉଳ । ଚାଉଳ ଅଟୋରେ ଯାଉଥିବା ବେଳେ କଟକ ଜିଲ୍ଲା ବାଙ୍କି ବିଲିପଡାରୁ ହଡପ କରାଯାଉଥିବା ଅଭିଯୋଗ ହୋଇଛି ।...
ନୂଆଦିଲ୍ଲୀ ୧୮/୫ : ୩୧ ମଇ ସୁଦ୍ଧା ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଖାତାରେ ୩୪୨ ଟଙ୍କା ଜମା କରିବାକୁ ହେବ । ଯଦି ଆପଣ ଏଭଳି ନକରନ୍ତି ତେବେ ଆପଣଙ୍କୁ ଏଥିପାଇଁ ବଡ କ୍ଷତି ସହିବାକୁ...
ପୁରୀ ୧୮/୫ : ସ୍ୱାସ୍ଥ୍ୟ ସେବାରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାର ୪ ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ସେମାନେ ହେଲେ ଚିଲିକା-ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜାହାନା ପରବିନ୍...
ମାଲକାନଗିରି ୧୮/୫ : ପଂଚାୟତ କାର୍ୟ୍ୟାଳୟ ଉଡାଇଲେ ମାଓବାଦୀ । ମାଥିଲି ଥାନା ଟେମୁରପାଲି ପଂଚାୟତ କାର୍ୟ୍ୟାଳୟକୁ ମାଓବାଦୀମାନେ ଉଡାଇ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୩୦ରୁ ଅଧିକ ମାଓବାଦୀ ଏକାଠି ହୋଇ ପଂଚାୟତ...
ଭୁବନେଶ୍ୱର ୧୭/୫ : ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା । ରାତି ୮ଟା ମଧ୍ୟରେ ରାଜ୍ୟର ୯ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି...
ନୂଆଦିଲ୍ଲୀ ୧୭/୫ : ଉତ୍ତରପ୍ରଦେଶ ଦେବରିଆ- ବରହଜ ରାସ୍ତାରେ ଦ୍ରୁତ ଗତିରେ ଏକ କାର ଆସି ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ଦେବରିଆ-...