ନୂଆଦିଲ୍ଲୀ ୧୯/୫ : ଶେଷ ପର୍ୟ୍ୟାୟ ମତଦାନ ପର୍ୟ୍ୟାୟରେ ଅନେକ ହେଭିୱେଟଙ୍କୁ ଦେଖିବାକୁ ମିଳିଛି ଭୋଟରଙ୍କ ଧାଡିରେ । ବିହାରର ପାଟଣା ସାହିବରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ସେ ଏହି...
ବିହାର ୧୯/୫ : ତେଜପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଗଣମାଧ୍ୟମ କର୍ମୀଙ୍କୁ ବାଡେଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ଜଣେ ଦୈନିକ ଖବରକାଗଜର ଫଟୋଗ୍ରାଫର ଗଭୀର ଆଘାତ ହୋଇଛି । ଅନ୍ୟପକ୍ଷରେ...
ଭୋପାଳ ୧୯/୫ : ନାଥୁରାମ ଗଡସେଙ୍କ ସମ୍ପର୍କରେ ପ୍ରଜ୍ଞାଙ୍କ ବୟାନକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି, ପ୍ରଜ୍ଞାଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ । ତାଙ୍କ...
ପଞ୍ଜାବ ୧୯/୫ : ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ଲଢେଇ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି । କ୍ୟାପଟେନ୍ ଅମରିନ୍ଦର ସିଂହ ସିଦ୍ଧୁ କହିଛନ୍ତି...
ପଶ୍ଚିମବଙ୍ଗ ୧୯/୫ : ଯାଦବପୁର ବୁଥ୍ ନଂବର ୧୮୯ରେ କିଛି ଗଡବଡ ଆଶଙ୍କା କରିଥିଲେ ବିଜେପି ସମର୍ଥକ । ବୁଥ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଜଣେ ମହିଳା ଏଠାରେ ଭୋଟରଙ୍କୁ ପ୍ରଭାବିତ...
ନୂଆଦିଲ୍ଲୀ ୧୯/୫ : ମୋଦି ସାଧନା କରିଥିବା ଗୁମ୍ଫାର ନାମ ହେଉଛି ବନି ଗୁମ୍ଫା । ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଗୁମ୍ଫାରେ ପାଣି, ବିଜୁଳି ସହ ସିସିଟିଭି କ୍ୟାମେରା ଲାଗିଥିଲା । ଆଉ ବାହାରେ...
ପୁରୀ ୧୯/୫ : ଜୁନ ୧୭ ତାରିଖ ସୁ୍ଦ୍ଧା ସରିବ ଶ୍ରୀମନ୍ଦିର ମରାମତି କାମ । ଶ୍ରୀମନ୍ଦିର କ୍ଷୟକ୍ଷତିର ସ୍ଥିତି ପରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି...
ଭୁବନେଶ୍ୱର ୧୮/୫ : ୧୨ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୭ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୧୨ଟି...
ପୁରୀ ୧୮/୫ : ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ଏହାସହ ସେ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି...
ଖୋର୍ଧା ୧୮/୫ : କାଇପଦର ଜଙ୍ଗଲରେ ଏନକାଉଂଟର ହୋଇଛି । ଏଥିରେ ୨ଜଣ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ପୋଲିସ କାଇପଦର ତାଳଡୋଳା...