ନୂଆଦିଲ୍ଲୀ ୧୪/୫ : ସିଟିଇଟି ପରୀକ୍ଷାରେ ଲାଗୁହେବନି ସଂରକ୍ଷଣ ବ୍ୟବସ୍ଥା । କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ସିଟିଇଟି- ୨୦୧୯ରେ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ଦାବି କରି ହୋଇଥିବା ଏକ ଆବେଦନର...
ବ୍ରହ୍ମପୁର ୧୪/୫ : ବାତ୍ୟା ‘ଫୋନି’ର ତାଣ୍ଡବରେ ଉପକୂଳ ଓଡିଶା ଛାରଖାର ହୋଇଯାଇଥିବା ବେଳେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଫୋନି ଚାଲିଯାଇଚି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ...
ଭୁବନେଶ୍ୱର ୧୪/୫ : ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ନିର୍ଦ୍ଦିଷ୍ଟ କେଉଁ ଦିନ ରେଜଲ୍ଟ ବାହାରିବ ସେ ନେଇ ସୂଚନା ଦେଇ ନାହାନ୍ତିି ବୋର୍ଡ ସଭାପତି ଜାହାନାରା...
ଭୁବନେଶ୍ୱର ୧୪/୫ : ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯାଉଛି । ଆଜି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର...
ମଧ୍ୟପ୍ରଦେଶ ୧୪/୫ : ପ୍ରିୟଙ୍କା ଗାନ୍ଧୀ ଇନ୍ଦୋର ଯାଇଥିବା ବେଳେ ମୋଦି ନାରାବାଜି କରୁଥିବା ବିଜେପି ସମର୍ଥକଙ୍କୁ ଭେଟିଛନ୍ତି ପ୍ରିୟଙ୍କା । ମୋଦି ସମର୍ଥକଙ୍କୁ ପ୍ରିୟଙ୍କା ଭେଟିବା ସହ ସେମାନଙ୍କୁ ଆଗୁଆ ଶୁଭକାମନା ଜଣାଇବା ରାଜନୀତିରେ...
ନୂଆଦିଲ୍ଲୀ ୧୪/୫ : ନିମ୍ନମାନର ଯୁଦ୍ଧାସ୍ତ୍ର ବ୍ୟବହାର କାରଣରୁ ଅନେକ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଛି । ବଡ କଥା ହେଉଛି ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଅର୍ଡିନାନ୍ସ ଫ୍ୟାକ୍ଟ୍ରି...
କଟକ ୧୪/୫ : ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଗତକାଲି ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବାବେଳେ ଆଜି କଟକ ଜିଲ୍ଳାର ବିଭିନ୍ନ ଅଂଚଳରେ ଅନୁଧ୍ୟାନ କରିଛନ୍ତି...
ବିରିଡି ୧୪/୫ : ରିଲିଫ୍ ବଂଟନ ବେଳେ ଉତ୍ତେଜନା । ସୂଚନା ଅନୁଯାୟୀ ବିରିଡି ବ୍ଲକ କୁଳ-କଇଜଙ୍ଗା ପଂଚାୟତରେ ଫୋନି ପ୍ରଭାବିତ ଲୋକଙ୍କୁ ପଲିଥିନ୍ ବଂଟା ଯାଉଥିଲା । ସେହି ସମୟରେ ବିରିଡି ଗାଁର ପ୍ରମୋଦ...
ଯାଜପୁର ୧୪/୫ : ଡାକ୍ତରଙ୍କଭୁଲ ଅପରେସନ ପାଇଁ ମହିଳାଙ୍କ ଜୀବନ ଗଲା । ଏହାକୁ ନେଇ ଗାଁ ଲୋକେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି...
ଭୁବନେଶ୍ଵର ୧୩/୫ : ଫୋନିରେ ଉଜୁଡ଼ିଯାଇଛି ଘର । ବାତ୍ୟା ବିପନ୍ନଙ୍କୁ ପକ୍କାଘର ଯୋଗଇ ଦେବାପାଇଁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ । ପିଏମଏୱାଇ ଯୋଜନାରେ ୫ ଲକ୍ଷ ପକ୍କା ଘର ଯୋଗାଇଦେବାପାଇଁ ଅନୁରୋଧ...