ଭଦ୍ରକ ୨୮/୩ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୨ଟି ପରିବାରର ପ୍ରାୟ ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ...
ଭୁବନେଶ୍ୱର ୨୮/୩ : ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିଲେ । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା...
ନୂଆଦିଲ୍ଲୀ ୨୮/୩ : ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପ୍ରମୁଖ ମସୁଦ୍ ଅଜହରକୁ ନେଇ ଭାରତକୁ ଆମେରିକାର ସପୋର୍ଟ ମିଳିଛି । ଆମେରିକା ଚୀନ୍ କୁ କଡା ଚେତାବନୀ ଦେଇ କହିଛି ଯେ ମସୁଦ୍ ଅଜହରକୁ ନେଇ...
ନୂଆଦିଲ୍ଲୀ ୨୮/୩ : ପାକ୍ ଅଧିକୃତ କାଶ୍ମୀରରେ ଥିବା ୪ ଆତଙ୍କବାଦୀ କ୍ୟାମ୍ପକୁ ବନ୍ଦ କରି ଦିଆଯାଇଛି । ଏହା ଏଭଳି କରାଯାଇଛି କାରଣ ଭାରତୀୟ ସେନା ଲଗାତାର ଆତଙ୍କୀଙ୍କୁ ଟାର୍ଗେଟ୍ କରୁଛି । ଗୁଇନ୍ଦା...
ଭୁବନେଶ୍ୱର ୨୮/୩ : ଆଜିଠୁ ତୃତୀୟ ପର୍ୟ୍ୟାୟ ନାମାଙ୍କନ । ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ପର୍ୟ୍ୟାୟରେ ୬ ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର...
ଭୁବନେଶ୍ୱର ୨୮/୩ : ଭୁବନେଶ୍ୱର ଲୋକସଭା ଆସନ ପାଇଁ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍ ଚର୍ଚ୍ଚାକୁ ନେଇ ଆସିଛି । ଆଉ...
ଭୁବନେଶ୍ୱର ୨୮/୩ : ତୃତୀୟ ଏବଂ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ବିଜେଡିର ୯ଟି ଲୋକସଭାର ପ୍ରାର୍ଥୀଙ୍କ ସଫଳତା ଏବଂ କୃତିତ୍ୱ ସଂପର୍କରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ଜଣନ୍ତୁ ଆପଣଙ୍କ...
ଭବାନୀପାଟଣା ୨୭/୩ : ଗତ କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲାରେ ୪ଟି କଲରାପତପରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଆଜି ପୁଣି ବାଘଛାଲ ଜବତ ହୋଇଛି । ତେବେ ବନ ବିଭାଗ ଯେ ଏହି...
କେନ୍ଦୁଝର ୨୭/୩ : ବୈତରଣୀ ନଦୀରେ ବୁଡ଼ି ଦୁଇ ସର୍ମ୍ପକୀୟ ଭାଇଙ୍କ ମୃତ୍ୟୁ ଘଟିଛି । ମୃତ ରୁଦ୍ର ନାରାୟଣ ଓଝା ଓ ଶୁଭ ପ୍ରକାଶ ସୁତାରା ଗାଧୋଇବାବେଳେ ବୁଡ଼ି ଯାଇଥିଲେ । କେନ୍ଦୁଝର ବୈତରଣୀ...
ପଶ୍ଚିମବଙ୍ଗ ୨୭/୩ : ପଶ୍ଚିମବଙ୍ଗରେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ବିଏସଏଫ ଯବାନ ସାଗର ଗୈାଡ଼ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି...