ନୂଆପଡା ୯/୩ : ହାତୀସରା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମାତାଲ ହୋଇ ଜଣେ ଶିକ୍ଷକ ଅଭାବନୀୟକାଣ୍ଡ ଘଟାଇଛନ୍ତି । ଶିକ୍ଷକଙ୍କ ଆକ୍ରମଣରେ ସିଆରସିସି ,ଜଣେ ଶିକ୍ଷକ ଏବଂ ୩ ଜଣ ଛାତ୍ର ଆହତ ହୋଇଛନ୍ତି...
ନବରଙ୍ଗପୁର ୯/୩ : ଏକ ଘର ଭିତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘର ଭିତରେ ଯୁବକଯୁବତୀଙ୍କ...
ଝାରଖଣ୍ଡ ୯/୩ : ରାଞ୍ଚିର ଏନ୍ଏଚ୍ ୩୩ରେ ଏକ ଟ୍ରକ ଏବଂ ଏକ ଇନୋଭା ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ଏଭଳି ଜବରଦସ୍ତ ହୋଇଥିଲା କି, ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି...
ଭୁବନେଶ୍ୱର ୯/୩ : ଆତ୍ମସମର୍ପଣ ପରେ ପ୍ରକାଶକୁ ପୁଲିସ ଗିରଫ କରିଛି । ପ୍ରକାଶକୁ ମିଶାଇ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଗତ ୩ ତାରିଖ ରାତିରେ ସହିଦନଗର ଥାନାରେ ପଶି ରାତିଅଧିଆ ଲଙ୍କାକାଣ୍ଡ...
ଭଦ୍ରକ ୯/୩ : ୧୬ ନଂବର ଜାତୀୟ ରାଜପଥ ରାହାଂଚ ଛକ ନିକଟରେ ଗ୍ୟାସ୍ ଲିକ୍ କାରଣରୁ ପ୍ରାୟ ୧୨ ଘଂଟାରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଗାଡି ଚଳାଚଳ ସ୍ୱଭାବିକ ହୋଇଛି ।...
ଭୁବନେଶ୍ୱର ୯/୩ : ସଡକ ଦୁର୍ଘଟଣାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ୩ ଜଣ ଗୁରୁତର । ରାତି ପ୍ରାୟ ୩ଟା ବେଳେ ହୋଇଛି ଏହି ଦୁର୍ଘଟଣା । ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିବା...
ଭୁବନେଶ୍ୱର ୯/୩ : ଇସ୍କନ୍କୁ ଅନ୍ୟ ଦେବଦେବୀ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିବ, କିନ୍ତୁ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ। ଏମିତି ସର୍ତ୍ତରେ ନିର୍ମାଣ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନୁମତି। ହାଇକୋର୍ଟଙ୍କଠାରୁ ଏହି...
ଭୁବନେଶ୍ୱର ୯/୩ : ଶନିବାର ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଭାଗ୍ୟ ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନୱିଲକର, ବିଚାରପତି ଡ. ରବିରଂଜନ ଏବଂ ବିଚାରପତି ଇନ୍ଦରମିତ କୋଚାରଙ୍କୁ ନେଇ...
ପାଟଣାଗଡ ୯/୩ :ଉଦ୍ଧାର ହେଲା ଚୋରି ହୋଇଥିବା ୪ ଦିନର ଶିଶୁ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି । ଗତ ୬ ତାରିଖରେ ପାଟଣାଗଡ...
ଭୁବନେଶ୍ୱର ୯/୩ : ନିର୍ମାଣ ଶ୍ରମିକମାନଙ୍କ ପାଇଁ ପେନସନ୍ ଓ ସହାୟତାର ପରିମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଏହାସହିତ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପେନସନ ରାଶିକୁ ୫୦୦ ଟଙ୍କାରୁ...