ନୂଆଦିଲ୍ଲୀ ୬/୩ : ବୁଧବାର ରାଫେଲ ଯୁଦ୍ଧ ବିମାନରେ କଥିତ ଘୋଟଲା ମାମଲାର ଶୁଣାଣି ଚାଲିଥିବା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣୀ ଜନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେଉଁ ଦସ୍ତାବିଜ ଗୁଡିକ ଖବର କାଗଜରେ ଛପା...
ପଥରଚେପା ୬/୩ : ବଲାଙ୍ଗୀର ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବଲାଙ୍ଗୀର ଗସ୍ତ କରିଛନ୍ତି । ମହାସମାବେଶରେ ମିଶନ...
ସୋନପୁର ୬/୩ : ସୋନପୁରରେ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ୍ । ଏକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।...
କେନ୍ଦ୍ରାପଡା ୬/୩ : କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର । ଆକ୍ସନ ମୁଡକୁ ଆସିଛି କେନ୍ଦ୍ରାପଡା ପୋଲିସ । ଗତକାଲି ବିଳମ୍ବିତ ରାତିରେ କଜଳା ନିକଟସ୍ଥ ଏନ.ଏଚ୍ ୫ରେ ଅପରାଧୀ-ପୋଲିସ ଗୁଳିବିନିମୟ ହୋଇଛି ।ପୋଲିସ ପକ୍ଷରୁ କରାଯାଇଥିବା...
ପାଟଣାଗଡ ୬/୩ : ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ୪ ଦିନ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଶାକର୍ମୀ ଡ୍ରେସ ପିନ୍ଧି ଜଣେ ମହିଳା ବେଡରୁ ଶିଶୁକୁ ଚୋରି କରିନେଇଥିବା ଶିଶୁର ମାଆ...
ମାଲକାନଗିରି ୫/୩ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ପରେ ମାଲକାନଗିରିରେ ପଡ଼ିଆ ଏସଏସଡ଼ି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିଲା । ଏହି ମାମଲାରେ ମାଲକାନଗିରି ଜିଲ୍ଲାପାଳ...
ଖୋର୍ଦ୍ଧା ୫/୩ : ନାଚୁଣୀ ହରିପୁର ରାସ୍ତାରେ ଏକ ଅଭାବନୀୟ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ପିସିଆର ଭ୍ୟାନ ବାଇକ ଓ କାରକୁ ପଛପଟୁ ଧକ୍କା ଦେଇଛି । ଫଳରେ କାରରେ ଥିବା ୪...
ମୟୁରଭଞ୍ଜ ୫/୩ : ବାରିପଦା ରାସଗୋବିନ୍ଦପୁରର ମଣଦା କନ୍ୟାଶ୍ରମରେ ଜଣେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତେଜନା ଆଶଙ୍କାରେ ପୋଲିସ ମୁତୟନ ହୋଇଛନ୍ତି । ଆଜି ରାସଗୋବିନ୍ଦପୁରର ମଣଦା କନ୍ୟାଶ୍ରମରେ ଜଣେ ଛାତ୍ରୀଙ୍କ...
ଗୁଜୁରାତ ୫/୩ : ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଆରମ୍ଭ ଅହମ୍ମଦାବାଦରେ ହୋଇଛି । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି...
ବାଲେଶ୍ୱର ୫/୩ : ଆଜି ବାଲେଶ୍ୱର ଆଉସାଁ ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବା ସହ ଜଣେ ଯୁବକ ଆହତ ହୋଇଛନ୍ତି । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ...