ଭୁବନେଶ୍ୱର ୪/୩ : ଆଜି ଜାଗର । ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ...
ଭୁବନେଶ୍ୱର ୪/୩ : ଦୁଗ୍ଧଚାଷୀଙ୍କ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିରେ ୧ ଟଙ୍କା ସରକାର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ଥିବା ୨ ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବେ। ସରକାରଙ୍କ ନିଷ୍ପତ୍ତି...
ପୁରୀ ୪/୩ : ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା।...
ଭୁବନେଶ୍ୱର ୪/୩ : ଦୁବୃର୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଲଙ୍କାକାଣ୍ଡ ଘଟିଛି । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ...
ଭୁବନେଶ୍ୱର ୪/୩ : ବିଜେଡିର ନୂଆ ଅଭିଯାନ ଆରମ୍ଭ । ଏହି ଅଭିଯାନର ନାଁ ରହିଛି ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ଆସନ୍ତାକାଲି ପଂଚାୟତିରାଜ ଦିବସରେ ଏହି...
ଭୁବନେଶ୍ୱର ୪/୩ : ପୂର୍ବତଟ ରେଳବାଇ ଡିଭିଜନ ବିଭାଜନକୁ ନେଇ ବିରୋଧ ପ୍ରଦର୍ଶନ କରିଛି ବିଜେଡି । ପ୍ରତିବାଦରେ ଚନ୍ଦ୍ରଶେଖରପୁର ସ୍ଥିତ କାର୍ୟ୍ୟାଳୟ ସମୁଖରେ ବିଜେଡି ପକ୍ଷରୁଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର...
ଭଦ୍ରକ ୪/୩ : ରବିବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗୋଟିଏ ବସ୍ ଏବଂ ଡମ୍ପର୍ ଟ୍ରକ୍ ମଧ୍ୟରେ ଧକ୍କା ଲାଗିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ...
ଖୋର୍ଧା ୩/୩ : ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ବିଶାଳ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ହଜାର ହଜାର ମହିଳା ସ୍ୱୟଂ ସହାୟକ...
ଖଡ଼ଗପୁର ୩/୩ : ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ୨ଜଣ ଆଇଆଇଟି ଛାଛ୍ରଙ୍କ ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି । ମୃତ ୨ ଛାତ୍ର ଆଇଆଇଟି ଖଡ଼ଗପୁରରେ ଏମ୍ଟେକର ଚାତ୍ର ଥିଲେ...
ଭୁବନେଶ୍ୱର ୩/୩ : ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ୟ୍ୟାୟରେ ସୁଯୋଗ ରହିଛି। ପ୍ରଥମ ପର୍ୟ୍ୟାୟରେ ଭୋର୍ ୩ଟା ୩୦ରୁ...