କଟକ: ଲୋକସଭା ବାଚସ୍ପତି ଓଁମ ବିର୍ଲାଙ୍କ ନିଷ୍ପତିକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରିଛନ୍ତି। ବାଚସ୍ପତି ବିର୍ଲା ସଂସଦୀୟ କମିଟିର ରିପୋର୍ଟଗୁଡିକୁ ହିନ୍ଦୀରେ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାରଙ୍କ ଭଳି...
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାଇଲଗ ଦୋହରାଇଛନ୍ତି। ବହୁ ବର୍ଷ ପରେ ୧୯୯୫ରେ ବିଜୁବାବୁ ଯେତେବେଳେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ଏକାକୀ...
ନୂଆଦିଲ୍ଲୀ: ଆଟଅର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି। ଭେନୁଗୋପାଳଙ୍କୁ ବର୍ତ୍ତମାନ ବୟସ ହେଲାଣି ୮୯। ନିକଟରେ ତାଙ୍କର ତିନି ବର୍ଷୀୟା ଚୁକ୍ତି ଶେଷ ହୋଇ ଯାଇଥିଲା। ଅତ୍ୟାଧିକ ବୟସ ଯୋଗୁ ସେ...
ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟ-ମାସ ରେ ୪୨ ନିୟୁତ ଟନ ମାଲ ପରିବହନ କରି ଦେଶର ରେଳବାଇ ଜୋନ ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପୂର୍ବ...
ଭୁବନେଶ୍ୱର: କଳିଆ-ବଳିିିଆ ଯୋଜନା ଘୋଷଣା ପରେ ରାଜ୍ୟ ସରକାର ଏବେ ସୁଭଦ୍ରା ଓ ସୁୁଦର୍ଶନ ଯୋଜନା ଚାଲୁ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ସଭାାପତି ନିରଞ୍ଜନ ପଟ୍ଟନାୟକ ଶନିିିବାର କହିଛନ୍ତି। ଓଡ଼ିଶା ସରକାର ସବୁବେଳେ ଦେବତାମାନଙ୍କ ନାମରେ ଏକାଧିକ...
ଭୋପାଳ:ବହୁ ବିଳମ୍ବରେ ହେଲେବି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚଳିତ ସପ୍ତାହରେ ତାଙ୍କର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ହେଲେ ତାଙ୍କର ଏହି ୩୪ ସଦସ୍ୟ ବିଶିଷ୍ଟ ବିରାଟକାୟ ମନ୍ତ୍ରିମଣ୍ଡଳକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ...
ନୂଆଦିଲ୍ଲୀ: କଂଗ୍ରେସ ଏଆଇସିସି ପଦ ପଦବୀରେ ପରିବର୍ତ୍ତନର ସୂଚନା ଏବେ ସ୍ପଷ୍ଟ ହେବାରେ ଲାଗିଛି। ଦଳର ସଭାପତି ପଦକୁ ରାହୁଲ ଗାନ୍ଧୀଙ୍କ ଫେରିବା ସମ୍ଭାବନା ଉଜ୍ବଳ ହେଉଥିବାବେଳେ ଏଆଇସିସି ପଦପଦବୀରେ ଅଦଳବଦଳର ସୂଚନା ମିଳୁଛି। ଏଆଇସିସିର...
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ...
ଆଦିବାସୀଙ୍କୁ ଆଧୁନିକତାର ମାପକାଠିରେ ତଉଲିବା ଭୁଲ : ପଦ୍ମଶ୍ରୀ ପ୍ରତିଭା ରାୟ Bhubaneswar: ଓଡ଼ିଶାର ଆଦିବାସୀ ସଂସ୍କୃତି ଅତ୍ୟନ୍ତ ଉଚ୍ଚ ଓ ସେମାନଙ୍କ ପରମ୍ପରାରେ ମହିଳାଙ୍କ ଗୁରୁତ୍ଵ ଅଧିକ। ତେବେ ସେମାନଙ୍କ ଭୌଗଳିକ, ପାରମ୍ପରିକ ପ୍ରଥା ବିଷୟରେ...
ଭୁବନେଶ୍ୱର: ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି। ବର୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ...