ନୂଆଦିଲ୍ଲୀ: ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ଏକ ହୋଇ ସଂସଦ ଟିଭି ହେବ। ଟିଭି ଚ୍ୟାନେଲଦ୍ୱୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଚାଲିଥିବାବେଳେ ପୃଥକ ପୃଥକ ଭାବେ ଲାଇଭ ବିବରଣୀ ଉପସ୍ଥାପନ କରିବେ। ତେବେ...
ଭୁବେନଶ୍ୱର: ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟ...
କୋଲକାତା:ଗଲବାନ ଉପତ୍ୟକରେ ଭାରତ-ଚୀନ ସୈନ୍ୟ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟଙ୍କ ମୃତ୍ୟୁ ପରେ ଚିନ ବିରୋଧରେ ପ୍ରଦର୍ଶନ କରିବାରେ ବିଜେପିର କେତକ କର୍ମୀ ଆବଶ୍ୟକତାରୁ ଅଧିକ ଉତ୍ସାହିତ ହୋଇପଡିଥିବା ଦେଖା ଯାଉଛି। ନିକଟରେ ପଶ୍ଚିମବଙ୍ଗର କେତେକ...
ନୂଆଦିଲ୍ଲୀ:ବହୁ ଦିନ ଧରି ଖାଲି ପଡିଥିବା ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓର ମୁଖିଆ ପଦବୀ ଏବେ ପୂରଣ ହୋଇଛି। କେନ୍ଦ୍ର ସରକାରଙ୍କ ଉଚ୍ଚ ନିଯୁକ୍ତି କମିଟି ସୋମବାର ମୟଙ୍କ ଅଗ୍ରୱାଲଙ୍କୁ ଦୂରଦର୍ଶନର ଡ଼ାଇରେକ୍ଟର ଜେନେରାଲ...
ନୂଆଦିଲ୍ଲୀ:ଏ ବର୍ଷ ରଥଯାତ୍ରା ହେବ ନ ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଓଡିଶା ସରକାରଙ୍କ ଓକିଲଙ୍କୁ ରାତିରୁ ଉଠିବାକୁ ପଡିଥିଲା। ଶୁଣାଣି ପ୍ରଥମେ ବିଚାରପତି ଅରୁଣ ମିଶ୍ରଙ୍କ କୋର୍ଟରେ ସକାଳେ ହୋଇଥିଲା। ଏବଂ ଅପରାହ୍ଣରେ...
ନୂଆଦିଲ୍ଲୀ:ଉପ ରାଷ୍ଟ୍ରପତି ଭେଙ୍କେୟ। ନାଇଡୁଙ୍କ ଲେଖା ଚୋରି । ପାର୍ଥ ପ୍ରତିମ ମଜୁମଦାରଙ୍କ ହିନ୍ଦୁ ଖବରକାଗଜର ଓପେନ ପେଜରେ ୱେବ ଏକ୍ସକ୍ଲୁସିଭ ଭାବେ ପ୍ରକାଶିତ ଏକ ଲେଖାକୁ ନେଇ ଏକ ବିବାଦୀୟ ଚର୍ଚ୍ଚା ଆରମ୍ଭ ହୋଇ...
ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ନିଶାନିବାରଣ ବ୍ୟବସ୍ଥା ଲାଗୁ କରିବା ପରେ ଏବେ ଆଚାର ସଂହିତା ଦେଶକୁ ଶିଖିବାକୁ ଚାହୁଁଛନ୍ତି। ନେପାଳ ବର୍ତମାନ ବିହାରର ଏକ ଅଂଶକୁ ଏହାର ଅଂଚଳ ବୋଲି ଦାବି କରିବା...
ଭୁବନେଶ୍ୱର: ଖ୍ୟାତନାମା ସାମ୍ବାଦିକା କୁମି କପୁର ତାଙ୍କର ସାପ୍ତାହିକ ସ୍ତମ୍ଭରେ ଓଡ଼ିଶାର ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭି କେ ପଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ ଏବଂ ଫାଇନାନସିଆଲ ଏକ୍ସପ୍ରେସରେ...
ନୂଆଦିଲ୍ଲୀ:ଲକଡାଉନ ସମୟରେ ଲୋକଙ୍କ ଦୁର୍ଦ୍ଦଶା ଦେଖି କେନ୍ଦ୍ର ସରକାର ୧.୭୦ ଲକ୍ଷ୍ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ଘୋଷଣା କରିଥିଲେ। ଏଥିରେ ସରକାର ଉଜ୍ବଲା ଯୋଜନାରେ ଅନ୍ତର୍ଭୁକ୍ତ ଗରିବ ମହିଳାମାନକୁ ତିନୋଟି ରନ୍ଧନ ଗ୍ୟାସ...