ନୂଆଦିଲ୍ଲୀ ୧୯/୬ : ଓମ୍ କୃଷ୍ଣ ବିର୍ଲା ଆଜି ଗୃହରେ ନିର୍ଦ୍ୱନ୍ଦରେ ନ୍ନିର୍ବାଚିତ ହେବା ପରେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ସର୍ବସମ୍ମତି କ୍ରମେ ବାଚନିକ ଭୋଟ୍ରେ ନିର୍ବାଚିତ ହୋଇଛନ୍ତି ବିର୍ଲା । ସେ...
ପୁରୀ ୧୯/୬ : ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି । ବୈଦ୍ୟଙ୍କ ପରାମର୍ଶ କ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଏକା ସଙ୍ଗେ ତିନି...
ଭୁବନେଶ୍ୱର ୧୮/୬ : ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ । ଆଜି ଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ଏମ୍ସରେ...
ଭୁବନେଶ୍ୱର ୧୮/୬ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ । । ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଲୋକସଭାରେ ପ୍ରତିନିଧିତ୍ୱ ଥିବା ସମସ୍ତ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ଯୋଗ...
ଭୁବନେଶ୍ୱର ୧୮/୬ : ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର...
ସମ୍ବଲପୁର ୧୮/୬ : ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି । ବନବିଭାଗ ଅଧିକାରୀଙ୍କ ଗାଡି ଭଙ୍ଗାରୁଜା କରିବା ସହ ଠେଲାପେଲା ହୋଇଛନ୍ତି ଗାଁ ଲୋକେ । ଗାଁ...
ପୁଲୱାମା ୧୮/୬ : ପୁଲୱାମାରେ ଗୁଳିବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । କାମାକ୍ଷାନଗର ବଡସୁଆଳ ଗାଁର ଅଜିତ ସାହୁ ନାମକ ଜଣେ ଯବାନ ସହିଦ ହୋଇଛନ୍ତି । ଆର୍ମି କ୍ୟାମ୍ପରୁ ଅଜିତଙ୍କ ବାପାଙ୍କ...
ଜମ୍ମୁକଶ୍ମୀର ୧୮/୬ : ପୁଲୱାମା ହମଲାରେ ସମ୍ପୃକ୍ତ ଜୈଶ ଏ ମହମ୍ମଦର ଆତଙ୍କୀ ସଜ୍ଜାଦ ଭଟକୁ ନିପାତ କରିଛି ସେନା । ଫେବୃଆରୀ ୧୪ ପୁଲୱାମା ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲା ଭଟ୍ଟ ।...
ବାଲେଶ୍ୱର ୧୮/୬ : ଅରଡ ବଜାରରୁ ଦେଢ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ପ୍ରାୟ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି...
ନବରଙ୍ଗପୁର ୧୮/୬ : ଅପହଞ୍ଚ ଇଲାକା କୁସମଖୁଣ୍ଟା ଗାଁ । ଟଙ୍କିକିଆ ଚାଉଳ ଆଣିବା ପାଇଁ ୧୨କିଲୋମିଟର ଚାଲିବାକୁ ପଡ଼ୁଛି। ଏଥିପାଇଁ ଯା’ଆସ କରିବାକୁ ଲାଗି ଯାଉଛି ୨ଦିନ। ବିଜୁଳି ସାତ ସପନ, ପିଇବା ପାଣି...