ଅନନ୍ତନାଗ ୧୮/୬ : ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସେନା ମେଜର ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନେ...
ପୁରୀ ୧୮/୬ : ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି। ଅଣସର ତାଟି ସମ୍ମୁଖରେ ପଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଆଜିଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ...
ପୁରୀ ୧୭/୬ : ସ୍ନାନଦେବୀରେ ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ହାତୀବେଶ ଅନୁଷ୍ଠିତ ହୋଇଛି। ଗଜାନନ ବେଶରେ ମହାପ୍ରଭୂ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀମନ୍ଦିରର ବିଧିବିଧାନ ଅନୁସାରେ ରତ୍ନବେଦୀ...
ନବରଙ୍ଗପୁର ୧୭/୬ : ବିଲକୁ ବୁଲିବାକୁ ଯାଇଥିବା ଦୁଇଜଣ ଯୁବକ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ସୂଚନା ମୁତବାକ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡ଼ଦେଇ ଗାଁରେ ବଜ୍ରାଘାତରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି ।...
ପୁରୀ ୧୭/୬ : ୧୦୮ ଗରା ସୁବାସିତ ଜଳରେ କଲେ ସ୍ନାନ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନ ପରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଅଛି । ସୁରକ୍ଷା...
ବଲାଙ୍ଗୀର ୧୭/୬ : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି । ତାକୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା...
ବାରିପଦା ୧୭/୬ : ଖୁଣ୍ଟାପାଳ ଗାଁରେ ପରକୀୟା ପ୍ରିତୀ ସନ୍ଦେହରେ ସ୍ତ୍ରୀ ଓ ଶାଶୂକୁ ହତ୍ୟା କରିଛି ସ୍ୱାମୀ । । ଅନ୍ୟ ବ୍ୟକ୍ତି ସହ ସ୍ତ୍ରୀର ଅନୈତିକ ସଂପର୍କ ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି...
ନବରଙ୍ଗପୁର ୧୭/୬ : ଥାନାରେ ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ପରସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ଲୋକେ ମୃତଦେହକୁ ନେବାକୁ ରାଜି ହେଉନାହାନ୍ତି । ଗତକାଲି ଏହି ଘଟଣା ଘଟିଥିଲା । ଲୋକେ...
ପୁରୀ ୧୭/୬ : ଗଜଗତର ନାଥ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କ ସହ ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ସ୍ନାନବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି...
ନୂଆଦିଲ୍ଲୀ ୧୭/୬ : କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ କ୍ୟାସବ୍ୟାକ ଯୋଜନା ଆଣିପାରନ୍ତି ମୋଦି । ଏଥିପାଇଁ ଗୋଟିଏ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ଦିଆଯାଉଥିବା...