ଭୁବନେଶ୍ୱର ୨୬/୫ : ନିର୍ବାଚନ ଅଧିକାରୀ ରାଜ୍ୟପାଳଙ୍କୁ ଭେଟି ନବ ନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନିର୍ବାଚନ...
ଭୁବନେଶ୍ୱର ୨୬/୫ : ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରାରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ । ଗତକାଲି ରାଜ୍ୟର ଦୁଇଟି ସହର ଟିଟିଲାଗଡ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିଥିଲା । ଆଜି...
ଭୁବନେଶ୍ୱର ୨୬/୫ : ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ହେବ । ଏହି...
ଭୁବନେଶ୍ୱର ୨୬/୫ : ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲେ ନବୀନ । ଆଉ ଏହାସହ ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ବିଜେଡି ବିଧାୟକ ଦଳ ନେତା...
ଭୁବନେଶ୍ୱର ୨୬/୫ : କଳ୍ପନାଙ୍କ ମରଶରୀର ଆଣିବାକୁ କାଠମାଣ୍ଡୁ ଯିବ ଓଡିଶାରୁ ୩ ଜଣିଆ ଟିମ୍ । ଏହି ଟିମରେ ଅଛନ୍ତି କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, କଳ୍ପନାଙ୍କ ସହଯୋଗୀ ରଣନୀତି କାର୍ମୀ ଓ ପର୍ବତାରୋହୀ...
ଭୁବନେଶ୍ୱର ୨୫/୫ : ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜଶ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା...
ବାରିପଦା ୨୫/୫ : ବଜ୍ରପାତ ଘଟି ୨ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ବାରିପଦା ବଡସାହି ବ୍ଲକ ନିଶ୍ଚିନ୍ତପୁର ବାଲିଘାଟରେ ବଜ୍ରପାତ ଘଟିଛି । ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ସମୟରେ ବଜ୍ରପାତ ହୋଇଥିଲା ।...
ଅନୁଗୁଳ ୨୫/୫ : ଶଳା ଭାଉଜ ଓ ନଣନ୍ଦେଇଙ୍କ ମୃତ ଝୁଲନ୍ତା ମୃତ ଦେହ ଜବତ ହୋଇଛି । ମୃତକମାନେ ହେଲେ ରଞ୍ଜନ ସାହୁ ଓ ଶଳା ଭାଉଜ ସୁଜାତା ସାହୁ । ଦୁଇ ଜଣଙ୍କ...
ଭୁବନେଶ୍ୱର ୨୫/୫ : ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି । ଗତ ମେ ୩ ତାରିଖରେ ଓଡିଶାରେ ହୋଇଥିବା ସାମୁଦ୍ରିକ ଝଡ ‘ଫୋନି’ ଯୋଗୁ ସାଧାରଣ ଜୀବନ ଗୁରୁତର ଭାବେ...
ଭୁବନେଶ୍ୱର ୨୫/୫ : ଲଗାତର ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ନବୀନ । ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ...