କେନ୍ଦୁଝର ୧୧/୫ : ଝୁମ୍ପୁରା ଥାନା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କ ହେବା ଦ୍ୱାରା ଝୁମ୍ପୁରା ଥାନା ଏଏସ୍ଆଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।...
ଭୁବନେଶ୍ୱର ୧୧/୫ : ରାଜଧାନୀ ଏକ୍ସପ୍ରେସରେ ନିଆଁ । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛି । ବାଲେଶ୍ୱର ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ...
ଭୁବନେଶ୍ବର ୧୧/୫ : ବିଏମସି ପକ୍ଷରୁ ପ୍ରାୟ ୮୧ହଜାର ରାସନକାର୍ଡଧାରୀଙ୍କୁ ବାତ୍ୟା ସହାୟତା ପ୍ରଦାନ କରାଯାଇଥିବାବେଳେ ହଜାର ହଜାର ବସ୍ତିବାସିନ୍ଦା ରାସନ୍ କାର୍ଡ ନଥିବାରୁ ସହାୟତା ପାଇ ନଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ...
ଢେଙ୍କାନାଳ ୧୧/୫ : ଦୁର୍ଘଟଣାରେ ଚାଲିଗଲା ପରିବାରର ୩ ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଢେଙ୍କାନାଳରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତ...
ଭୁବନେଶ୍ୱର ୧୧/୫ : ରାଜଧାନୀରେ ବିଜୁଳି ଓ ପାଣି ପାଇଁ ରାସ୍ତାରୋକ । ଆଜି ପୁଣି ଗଛ ପକାଇ ଟାୟାର ଜାଳି ରାସ୍ତାରୋକ କରୁଛନ୍ତି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିର ବାସିନ୍ଦା । ବିଜୁଳି ଦାବିରେ...
ଭୁବନେଶ୍ୱର ୧୦/୫ : ଏସଆରସି ଦେଲେ ଫୋନି କ୍ଷୟକ୍ଷତି ରିପୋର୍ଟ । ଫୋନିରେ ୧୪ଟି ଜିଲ୍ଲାର ୧କୋଟି ୫୦ଲକ୍ଷ ୯୪ହଜାର୩ଶହ ୨୧ଜଣ ଲୋକ ପ୍ରଭାବିତ ହୋଇଛିନ୍ତି । ଏହି ଜିଲ୍ଳା ଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ,...
ଭୁବନେଶ୍ୱର ୧୦/୫ : ଫୋନି ପ୍ରଭାବିତ ଲୋକଙ୍କ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ବାତ୍ୟା ପ୍ରଭାବିତ ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ଚଳିତ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର...
ଭୁବନେଶ୍ୱର ୧୦/୫ : ସାମୁଦ୍ରିକ ଝଡ଼ ଫୋନିରେ ରାଜ୍ୟର ମୋଟ କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଷ୍ଟେଟ ଏମର୍ଜେନସି ଅପରେସନ୍ ସେଣ୍ଟର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁସାରେ ପୁରୀ,...
ଭୁବନେଶ୍ୱର ୧୦/୫ : ୧୨ରେ ‘ଫୋନି’ର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଅସିବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦୱାଜ । ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମଙ୍କ ସହ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକ ପରିଦର୍ଶନ କରି...
ଭୁବନେଶ୍ୱର ୧୦/୫ : ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ପେଟ୍ରୋଲ ଓ ଡିଜେଲ ମହଜୁଦ ନେଇ ସମୀକ୍ଷା କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୁରୀ, ଖୋର୍ଦ୍ଧା ଓ କଟକ...