ଭୁବନେଶ୍ୱର ୧୦/୫ : ଓୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଡକ୍ଟର ପୱନ କୁମାର ଅଗ୍ରଓ୍ଵାଲଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ନିଯୁକ୍ତି କରିଛନ୍ତି । ଯୋଗ ଦେବା ଦିନ ଠାରୁ ତିନି ବର୍ଷ ଯାଏଁ କିମ୍ବା...
ଚିଲିକା ୧୦/୫ : ଫୋନି ପ୍ରଭାବରେ ମାଛ ବେପାର ପ୍ରଭାବିତ । ଚିଲିକାରେ ସମୂଦ୍ର ପାଣି ମିଶିଯିବା ଫଳରେ ମାଛ, ଚିଙ୍ଗୁଡି, କଙ୍କଡା ମରିଯାଉଛନ୍ତି । ବାଲୁଗାଁ ଚିଲିକା କୂଳରେ ମାଛ ବ୍ୟବସାୟର ମୁଖ୍ୟ କେନ୍ଦ୍ର...
କଟକ ୧୦/୫ : ଏସସି, ଏସଟି ଅଦାଲତରେ ହାଜର ହେଲେ ସାରଥୀ ବାବା । କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟରେ ଆଉ ୨ ଅଭିଯୁକ୍ତ...
ଭୁବନେଶ୍ୱର ୯/୫ : ‘ଫୋନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଇତିହାସ ରଚିଥିଲା ଓଡିଶା । ବାତ୍ୟା ‘ଫୋନି’ ପୂର୍ବରୁ ରାଜ୍ୟ ସରକାରଙ୍କ...
ପୁରୀ ୯/୫ : ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ଉଜୁଡି ଯାଇଛି ବଡଦେଉଳର କଳାକୃତି । ଭାଙ୍ଗିଯାଇଛି କଳ୍ପବଟ । ଗତ ୩ ତାରିଖରୁ ବାତ୍ୟା ଫୋନି ଛାଡିଦେଇଥିବା ଚିହ୍ନ କେବେ ଯେ ଲିଭିବ, ତାହା...
ପୁରୀ ୯/୫ : ଆଜି ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା । ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’କୁ ଦୃଷ୍ଟିରେ ରଖି ଗତ ମେ ମାସ ୧ ତାରିଖ ଦିନ ନୀଳଚକ୍ରରେ ୫ ହାତିଆ...
ଭୁବନେଶ୍ୱର ୯/୫ : ଭୁବନେଶ୍ୱର ସମେତ ପୁରୀରେ ତାଣ୍ଡବ ରଚିଛି ଫୋନି । ବାତ୍ୟାରେ ଅନେକ ଲୋକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ଓଡିଶାବାସୀଙ୍କୁ ସହାୟତା ଦେବା ପାଇଁ ଅନେକ ଲୋକ...
ଭୁବନେଶ୍ୱର ୯/୫ : ‘ଫୋନି’ର ୬ ଦିନ ପରେ ଆଜିଠାରୁ ପୁଣି ଗଡ଼ିଛି ଯାତ୍ରୀବାହି ଟ୍ରେନ୍ । ଗତ ୩ ତାରିଖ ଦିନ ସକାଳୁ ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୂ ସମସ୍ତ...
କଳାହାଣ୍ଡିର ୯/୫ : କଳାହାଣ୍ଡିର ତୁରକେଲା ବ୍ରିଜରୁ ଟ୍ରକ ନଦୀକୁ ଖସିପଡିଛି । ଏଥିରେ ଟ୍ରକ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପଂହଚି ଉଦ୍ଧାର...
ଭୁବନେଶ୍ୱର ୮/୫ : ବିଭିନ୍ନ ଟେଲିକମ କମ୍ପାନୀ ମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋଚନା ପରେ ଧର୍ମେନ୍ଦ୍ର କହିଛନ୍ତି କି, ରାଜ୍ୟରେ ‘ଫୋନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ୫୦ ପ୍ରତିଶତ...