ଭଦ୍ରକ ୨୯/୩ : ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଣିଆ ଗାଁରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ୩ ପରିବାରର ୧୦ ବଖରା ଘର ଜଳିଯାଇଥିବା ବେଳେ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।...
କଟକ ୨୯/୩ : ଟ୍ରକ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଛି । ନେମାଳ ଥାନା ତରତ-କୁଟିଲ ଓରତି ମେଡିକାଲେ ଛକରେ ବାଇକ ଆରୋହୀଙ୍କୁ ଟ୍ରକ ଧକ୍କା ଦେବାଫଳରେ ଦୁଇ ଯୁବକଙ୍କ...
ଭୁବନେଶ୍ୱର ୨୯/୩ : କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଅଚ୍ୟୁତ ସାମନ୍ତ ହେଉଛନ୍ତି ଗରିବ। ଏହା ଆମେ ନୁହେଁ, ନାମାଙ୍କନ ବେଳେ ସେ ଦାଖଲ କରିଥିବା ବେଳେ ସତ୍ୟପାଠ କହୁଛି। ଅଚ୍ୟୁତଙ୍କ...
ଅନୁଗୁଳ ୨୮/୩ : ଛେଣ୍ଡିପଦା ଅଂଚଳରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକଙ୍କ ନାମ ସିପୁ ସାହୁ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ,...
ଭଦ୍ରକ ୨୮/୩ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୨ଟି ପରିବାରର ପ୍ରାୟ ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ...
କେନ୍ଦୁଝର ୨୭/୩ : ବୈତରଣୀ ନଦୀରେ ବୁଡ଼ି ଦୁଇ ସର୍ମ୍ପକୀୟ ଭାଇଙ୍କ ମୃତ୍ୟୁ ଘଟିଛି । ମୃତ ରୁଦ୍ର ନାରାୟଣ ଓଝା ଓ ଶୁଭ ପ୍ରକାଶ ସୁତାରା ଗାଧୋଇବାବେଳେ ବୁଡ଼ି ଯାଇଥିଲେ । କେନ୍ଦୁଝର ବୈତରଣୀ...
ଢେଙ୍କାନାଳ ୨୬/୩ : ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା । ଢ଼େଙ୍କାନାଳ ସଦର ରେଞ୍ଜ ଦୁଧକାଟେନି ନିକଟ କାଜୁ ଜଙ୍ଗଲ ପାଖରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ ସୁକାନ୍ତି ପ୍ରଧାନ ଓ ଡମ୍ବରୁ ପ୍ରଧାନ...
ଭୁବନେଶ୍ୱର ୨୫/୩ : ମାଟ୍ରିକ ଖାତାଦେଖା ଆଜି ଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲରୁ ଆରମ୍ଭ ହୋଇ ଭାଇରାଲରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ଖାତା ମୂଲ୍ୟାଙ୍କନ ପାଇଁ ୬୦ଟି...
ଅନୁଗୁଳ ୨୪/୩ : ଛେଣ୍ଡିପଦା ଥାନା ଅନ୍ତର୍ଗତ କମାର ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୦ ପରିବାରର ୫୦ରୁ ଅଧିକ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...
ପୁରୀ ୨୧/୩ : ରଙ୍ଗବେରଙ୍ଗର ଖେଳ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଆଉ ଆଜି ଦୋଳପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚାଲିଛି । ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।...