Nation

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀ ଙ୍କୁ ଅତିରିକ୍ତ ଦାଇତ୍ୱ

Published

on

ଭୁବନେଶ୍ୱର: ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଅତିରିକ୍ତ ଦାଇତ୍ୱ ତୁଲାଇବେ। ପୂର୍ବତଟ ରେଳପଥର ବିଦାୟୀ ମହାପ୍ରବନ୍ଧକ  ବିଦ୍ୟା ଭୂଷଣ ଗତ ୩୧ ଅକ୍ଟୋବର ୨୦୨୧ ରେ ଅବସର ଗ୍ରହଣ କରିଛନ୍ତି। ଅର୍ଚ୍ଚନା ଯୋଶୀ ୧୯୮୫ ବ୍ୟାଚ୍ ର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ଅଧିକାରୀ ଅଟନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version