ଜ୍ଞାନ କୌଶଳ

ବସ୍ ଷ୍ଟପ୍ରେ ପଛପଟୁ ପିଟିଲା ବସ୍ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Nulla pariatur. Excepteur sint occaecat cupidatat non proident, sunt in culpa qui officia deserunt mollit anim id est laborum.

Published

on

କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଏକ ଘରୋଇ ଇଂଜିନିୟରିଂ ବସ୍କୁ ପଛପଟୁ ଧକ୍କା ଦେଇଛି ଅନ୍ୟ ଏକ ଯାତ୍ରୀବାହି ବସ୍ । ଏପରି ଘଟଣାରେ ଏକ ବଡ ଦୁର୍ଘଟଣାରୁ ବଞ୍ôଚଗଲେ ବହୁ ଛାତ୍ରଛାତ୍ରୀ ଓ ଯାତ୍ରୀ । ଏ ଘଟଣାରେ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ସଦର ଥାନା ପୋଲିସ୍ କଟକ ବଡ ଡାକ୍ତରଖାନାକୁ ପଠାଇଛିି । ଦୁର୍ଘଟଣା ଗ୍ରସ୍ତ ବସ୍ ଦୁଇଟିକୁ ପୋଲିସ୍ ଜବତ କରି ଅଧିକ ତଦନ୍ତ ଚଳାଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version