ମନୋରଂଜନ

ଗୁରୁଡି ଝାଟିଆ: ନିଆଁ ମୁହଁରେ ଗଲା ସର୍ବସ୍ୱ

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem.

Published

on

କଟକ ଜିଲ୍ଲା ଗୁରୁଡି ଝାଟିଆରେ ଏକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରୀବାରେର ସର୍ବସ୍ୱ ନଷ୍ଟ ହୋଇଯାଇଛି । ବିଳମ୍ବ୍ଖଚ୍ଛ ରାତିରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବରୀକଙ୍କ ଘରେ ଘଟିଥିବା ଏହି ଆକସ୍ମିକ ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଷ ହୋଇ ଯାଇଛି । ଘରେ ଥିବା ଟଙ୍କା ପଇସା, ସୁନା ଅଳଙ୍କାର ସହ ପିଲାଙ୍କ ସାର୍ଟିଫିକେଟ୍ ମଧ୍ୟ ପୋଡି ଅଙ୍ଗାର ହୋଇ ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version