Nation

ଦୁଇ ହଜାର ଟଙ୍କିଆ ନୋଟ ରଖିଛନ୍ତି କି, ବଦଳେଇ ନିଅନ୍ତୁ

Published

on

ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟ ଯଦି ରଖିଛନ୍ତି ତାହେଲେ ତାକୁ ବଦଳେଇ ନିଅନ୍ତୁ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦେଶରୁ ୨୦୦୦ ଟଙ୍କିଆ ନୋଟ ସବକୁ ଅପସାରଣ କରିବାର ନିଷ୍ପତ୍ତି ନେଇଛି। ଆରବିଆଇର ମୁଖ୍ୟ ମହା ପ୍ରବନ୍ଧକ ଯୋଗେଶ ଦୟାଲ ଏକ ପ୍ରେସ ବିବୃତିରେ ଆଜି ଏହା ଜଣାଇଛନ୍ତି।

ଯେଉଁମାନେ ଦୁଇ ହଜାର ଟଙ୍କିଆ ନୋଟ ରଖିଛନ୍ତି ସେମାନେ ଆସନ୍ତା ମେ ୨୩ ତାରିଖ ପର ଠାରୁ ସେମାନଙ୍କର ଟଙ୍କା ଯେ କୌଣସି ବ୍ୟାଙ୍କ ବ୍ରାଞ୍ଚରେ ବଦଳେଇ ପାରିବେ। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ନୋଟ ବାଦଳାଇବାର ସୁଯୋଗ ରହିଛି। ତେବେ ଏକ ସାଙ୍ଗରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଦଳା ଯାଇ ପାରିବ।

Leave a Reply

Your email address will not be published. Required fields are marked *

Trending

Exit mobile version