ଜ୍ଞାନ କୌଶଳ

କଣ୍ଟାପଡା : ଜାଲରେ ପଡିଲେ ନାଗରାଜ

At vero eos et accusamus et iusto odio dignissimos ducimus qui blanditiis praesentium voluptatum deleniti atque corrupti.

Published

on

କଟକ ଜିଲ୍ଲା କଣ୍ଟାପଡା ବ୍ଲକ୍ ଅନ୍ତର୍ଗତ ବାଇରୋଇ ଗ୍ରାମର ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଘରେ ଥିବା ଏକ ଜାଲ ଭିତରେ ନାଗ ସାପକୁ ଉଦ୍ଧାର କରାଯାଇଛି । ୫ ଫୁଟ୍ ଉଦ୍ଧ୍ୱର୍ ଏହି ସାପଟି ଜାଲରେ ପଡିଥିବା ଶ୍ରୀଯୁକ୍ତ ପଣ୍ଡା ଜାଣିବା ପରେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ସଞ୍ଜୟ ପରିଜା ଘଟଣାସ୍ଥଳରେ ପହଞ୍ôଚ ଜାଲରେ ପଡିଥିବା ସାପଟିକୁ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version